ମାଦକୀ
(ମଦକନୀ—ସ୍ତ୍ରୀ)
ମାଦକସେବୀ; ନିଶାଖୋର୍; ମାତାଲ — Habituated to taking intoxicants.
[ଉ—ବିଜ୍ଞାନ ନୋହେ ମାଦକୀ ଚେତା ଆକୃତ ଭଞ୍ଜ. ବୈଦେହୀଶବିଳାସ]