Jump to content

ମାଦଳ

ଉଇକିଅଭିଧାନ‌ରୁ

ମାଦଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ମର୍ଦ୍ଦଳ)

[ସମ୍ପାଦନା]
୧. ପଖାଉଜ; କାଠର ଦୁଇ ମୁହଁରେ ଚମଡ଼ା ଛଆଣି ଏକହାତ ବା ଦେଢ଼ହାତ ଲମ୍ୱ ବଦ୍ୟ —୧. A small wooden drum.

[ଦ୍ରଷ୍ଟବ୍ୟ — ଏହା ମୃଦଙ୍ଗଠାରୁ ଆକାରରେ ଛୋଟ ଓ ଗଛର ଗଣ୍ଡିପରି ସମତୁଲ ଏହା ଦୁଇ ହାତର କରତଳଦ୍ୱାରା ବଜାଯାଏ ମୃଦଙ୍ଗ ମାଟିରେ ତିଆରି, ଏହା କାଠର ତିଆରି]

୨. କୌଣସି ଜୀବର ମୁଣ୍ଡ ଓ ହାତ ଗୋଡ଼ ହଣା ହୋଇଥିବା ସରୀରାଂଶ —୨. The headless and limbless trunk of an animal.

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ମଧ୍ୟ ଯୁକ୍ତ ହୁଏ ଯଥା—ଘଣ୍ଟ ମାଦଳ; ଗେଟେଇ ମାଦଳ]