ମାଦଳିଆ
ଦେଖଣା
ମାଦଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଦଳିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେ ମର୍ଦ୍ଦଳ ବଜାଏ —୧. One who plays on the 'Mādaḻa'.
- ୨. ନର୍ତ୍ତକୀ ବେଶ୍ୟା ସଙ୍ଗେ ଯେ ମାଦଳ ବଜାଏ; ଦାରୀଘର ଭଡ଼ୁଆ —୨. A player of drum with a dancing girl.
[ଉ—ଦାରୀକି ମାଦେଳିଆ ସାକ୍ଷୀ ଢଗ]
- ୩. ଭଡ଼ୁଆ ଜାତିର ବଂଶୋପାଧି —୩. Family title of a caste of professional musicians in the party of dancing girls.