Jump to content

ମାଦିନୀ

ଉଇକିଅଭିଧାନ‌ରୁ

ମାଦିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମଦ୍ ଧାତୁ ଣିଚ୍=ମାଦି ଧାତୁ+କର୍ତ୍ତୃ. ଅନ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଭାଙ୍ଗ; ସିଦ୍ଧି; ପତି (ଦ୍ରବ୍ୟଗୁଣ) —୧. The leaves of Cannabis Indica.
୨. ମାଦନୀୟ (ଦେଖ) - —୨. Mādanīya (See)