ମାଦୀ
ଦେଖଣା
ମାଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମର୍ଦ୍ଦ—ପୁଂ)
(ନର୍—ବିପରିତ ଲିଙ୍ଗବାଚକ)
ବୈଦେଶିକ - ବିଶେଷଣ - ସ୍ତ୍ରୀ—(ଫାରାସୀ - ମାଦା)
[ସମ୍ପାଦନା]ମାଈ; ସ୍ତ୍ରୀ ଜାତୀୟା (ଜୀବ) — Female (animal).
(ଯଥା—ମାଦୀ ପାରା=ମାଈ ପାରା; ନର୍ ପାରା=ଅଣ୍ଡିରା ପାରା)
ବିଶେଷ୍ୟ -
[ସମ୍ପାଦନା]- ୧. ମାଈ ଜୀବ —୧. A female animal.
- ୨. (ପୁଂ) ସ୍ତ୍ରୀସ୍ୱଭାବଯୁକ୍ତ ବା ଭୀରୁ ପୁରୁଷ —୨. A coward.