Jump to content

ମାଦୃକ୍ଷ

ଉଇକିଅଭିଧାନ‌ରୁ

ମାଦୃକ୍ଷ

ଉଚ୍ଚାରଣ

[ସମ୍ପାଦନା]
[ମାଦୃଶା, ମାଦୃଶୀ, ମାଦୃକ୍ଷୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(ଅସତ୍ର ମତ୍+ଦୃଶ୍ ଧାତୁ+କର୍ତ୍ତୃ. କ୍ୱିପ୍; ମାଦୃଶ. ୧ମା. ୧ବ; ମତ୍+ଦୃଶ୍ ଧାତୁ+କର୍ତ୍ତୃ. ଶ; ମତ୍+ଦୃଶ୍ ଧାତୁ+କର୍ତ୍ତୃ. ଅ; ମୋ ପରି ଦେଖା ଯାଉଥିବା)

[ସମ୍ପାଦନା]

ମତ୍— ସଦୃଶ; ମୋ ତୁଲ୍ୟ —Like me; like myself resembling me.