Jump to content

ମାଦ୍ରବତୀ

ଉଇକିଅଭିଧାନ‌ରୁ

ମାଦ୍ରବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ରାଜା ପରୀକ୍ଷିତଙ୍କ ସ୍ତ୍ରୀ (ହି ଶ.) — ୧. Name of the queen of Rājā Parīkhita.
୨. ମାଦ୍ରା; ପାଣ୍ଡୁଙ୍କର କନିଷ୍ଠା ସ୍ତ୍ରୀ — ୨. The second wife of king Pāndu.