ମାଦ୍ରାସା
ଦେଖଣା
ମାଦ୍ରାସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଆରବୀ - ମଦାରିସ୍; ଫା ମଦ୍ରସା)
[ସମ୍ପାଦନା]ମୁସଲମାନ୍ଙ୍କ ଉଚ୍ଚଶିକ୍ଷାର୍ଥୀ ବିଦ୍ୟାଳୟ; ପାରସୀ ଓ ଆରବୀ ଭାଷାର ଉଚ୍ଚ ପାଠଶାଳା —A school for secondary education in Arabic or Persian.
[ଦ୍ରଷ୍ଟବ୍ୟ —ପ୍ରାଥମିକ ଆରବୀ ବା ପାରସୀ ଶିକ୍ଷାର ପାଠଶାଳାକୁ ମକ୍ତବ୍ କହନ୍ତି]