Jump to content

ମାଦ୍ରୀ

ଉଇକିଅଭିଧାନ‌ରୁ

ମାଦ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରା

[ସମ୍ପାଦନା]
୧. (ମଦ୍ର=ମଦ୍ରଦେଶର ରାଜା+ଅପତ୍ୟାର୍ଥ. ଅ+ସ୍ତ୍ରୀ. ଈ)—ପାଣ୍ଡୁଙ୍କର ଦ୍ୱିତୀୟ ସ୍ତ୍ରୀ; ନକୁଳ— ସହଦେବଙ୍କ ମାତା —୧. Name of the ୨nd wife of king Pāṇḍu.

[ଦ୍ରଷ୍ଟବ୍ୟ —ଅଶ୍ୱିନୀକୁମାରଦ୍ୱୟଙ୍କ ଔରସରେ ଏହାଙ୍କ ଗର୍ଭରୁ ନକୁଳ ଓ ସହଦେବ ଜନ୍ମଗ୍ରହଣ କରିଥିଲେ ପାଣ୍ଡୁରାଜା ଏହାଙ୍କ ସ୍ରହବାସ କରିବା ସମୟରେ ଅଗ୍ନିକା ବା କିମନ୍ଦମ ଋଷିଙ୍କ ଅଭିଶାପରୁ ପାଣ୍ଡୁଙ୍କଠାରେ ଗୋଟିଏ 'ଅକାଳ କାଣ୍ଡ' ବାଜିବାରୁ ପାଣ୍ଡୁ ପ୍ରାଣତ୍ୟାଗ କଲେ ପାଣ୍ଡୁରାଜାଙ୍କ ମୃତ୍ୟୁହେବାରୁ ମାଦ୍ରୀ ପୁତ୍ରଦୁହିଙ୍କୁ ସପତ୍ନୀ କୁନ୍ତୀଙ୍କ ହସ୍ତରେ ଅର୍ପଣ କରି ସ୍ୱାମୀଙ୍କ ଚିତାନଳରେ ଦେହତ୍ୟାଗ କଲେ ଅକାଳକାଣ୍ଡ ତଳେ ଟୀକା ଦେଖ]

୨. ଅତିବିଷା; ମହୁରା (ହିନ୍ଦୀ - ଶ) —୨. Aconite.