ମାଦ୍ରେୟ
ମାଦ୍ରୀସୁତ, ମାଦ୍ରୀନନ୍ଦନ, ମାଦ୍ରିସୁତ (ହିନ୍ଦୀ - ଶ)ଅନ୍ୟରୂପ
ମାଦ୍ରୀଙ୍କ ଗର୍ଭ; ଜାତ ପାଣ୍ଡୁଙ୍କର ପୁତ୍ରଦ୍ୱୟ; ନକୁଳ ଓ ସହଦେବ — The ୪th and ୫th Pāṇḍaba brothers.