ମାଧବ
ଦେଖଣା
ମାଧବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (୬ଷ୍ଠୀ ତତ୍; ମୋ=ଲକ୍ଷ୍ମୀ+ଧବ=ସ୍ୱାମୀ)— ବିଷ୍ଣୁ; ଶ୍ରୀକୃଷ୍ଣ, ନାରାୟଣ —୧. Bishṇu; Nārāyaṇa; Ṡrīkṛushṇa.
- ୨. (ମଧୁ=ବସନ୍ତ କାଳ+ଅ)—ବସନ୍ତକାଳ —୨. The spring.
- ୩. ବୈଶାଖ ମାସ — ୩. The month of B&aline;i̱ṡākha.
- ୪. (ମଧୁ=ମହୁ+ଅ) ମଧକ ବୃକ୍ଷ; ମହୁଲ ଗଛ — ୪. The mahua tree.
- ୫. କାମଦେବଙ୍କ ସହଚର ବସନ୍ତ —୫. The spring personified; the boon companion of Cupid.
- ୬. ଇନ୍ଦ୍ର —
୬. Indra (Apte).
- ୭. ଯାଦବଗଣ —୭. Name of he J̄ādabas (See).
- ୮. ମାଧବା— ଚାର୍ଯ୍ୟ (ଦେଖ) - —୮. Mādhabāchārjya (See)
- ୯. ୨୪: ଅକ୍ଷରର ବର୍ଣ୍ଣବୃତ୍ତ ବିଶେଷ (ହିନ୍ଦୀ - ଶ) — ୯. Name of a metre.
- ୧. ଭୈରବରାଗର ୮ ପୁତ୍ର ମଧ୍ୟରୁ ଏକ (ହିନ୍ଦୀ - ଶ) —୧୦. One of the secondary tunes of Hindu music.
- ୧୧. ମହ୍ଲାର, ବିଲାବଳ ଓ ନଟନାରାୟଣ ରାଗତ୍ରୟର ମିଶ୍ରିତ ରାଗିଣୀ (ହିନ୍ଦୀ - ଶ) —— ୧୧. Name of a mixed tune.
ମାଧବୀ, ମାଧବିକା ସ୍ତ୍ରୀ
ବିଶେଷଣ - (ମଧୁ+ଅ)
[ସମ୍ପାଦନା]- ୧. ମଧୁ— ସମ୍ୱନ୍ଧୀୟ —୧. Relating to madhu.
- ୨. ମହୁ ପରି ମଧୁର —୨. Sweet like honey.
- ୩. ବସନ୍ତକାଳୀନ —୩. Vernal.
(ମାଧବନନ୍ଦ—ଅନ୍ୟନାମ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —A name given to males.