Jump to content

ମାଧବାଚାର୍ଯ୍ୟ

ଉଇକିଅଭିଧାନ‌ରୁ

ମାଧବାଚାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଖ୍ରାଷ୍ଟୀୟ ପଣ୍ଡିତ, ସଂସ୍କୃତ ଗ୍ରନ୍ଥାକାର ଏବଂ ବେଦର ଟୀକାକାର —A Sanscrit scholar, author, religious reformer, and minister of South India of the ୧୫th century A. D.

[ଦ୍ରଷ୍ଟବ୍ୟ —ଏ ବିଜୟନଗରର ତଦାନୀନ୍ତନ ରାଜାଙ୍କର ପ୍ରଧାନ ମନ୍ତ୍ରୀ ଓ ସେନାପତି ଥିଲେ ଏ ବହୁ ଚେଷ୍ଟା କରି ଭାରତର ଅନେକ ସ୍ଥାନରେ ବୈଦିକ ଧର୍ମର ପୁନଃ ପ୍ରତିଷ୍ଠା କରିଥିଲେ ଓ ଗୋଟିଏ ବୌଷ୍ଣବ ସମ୍ଫ୍ରଦାୟ ଧର୍ମ ବର୍ତ୍ତମାନ ବଙ୍ଗ, ଉତ୍କଳ ଓ ଦାକ୍ଷିଣାତ୍ୟରେ ଚଳୁଅଛି ଏହାଙ୍କ ପିତାଙ୍କ ନାମ ମାୟଣ; ଏ ଏହାଙ୍କ ଭାଇ ସାୟନା— ଚାର୍ଯ୍ୟଙ୍କ ସହିତ ଋଗ୍ୱେଦର ପ୍ରସିଦ୍ଧ ଟୀକା ସଂକଳନ କରି— ଥିଲେ (Apte)]