Jump to content

ମାଧବାନନ୍ଦ ନ୍ୟାୟବାଚସ୍ପତି

ଉଇକିଅଭିଧାନ‌ରୁ

ମାଧବାନନ୍ଦ ନ୍ୟାୟବାଚସ୍ପତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍କଳୀୟ ନୈପାୟିକ ସ୍ୱର୍ଗୀୟ ପଣ୍ଡିତ —The name of a great logician of Utkal.

[ଦ୍ରଷ୍ଟବ୍ୟ —ଏ କେନ୍ଦୁଝର ଘସିପୁରା ଗ୍ରାମ— ବାସୀ ଏ ରାଜା ଧୁନଞ୍ଜୟ ଭଞ୍ଜଙ୍କ ସଭାପଣ୍ଡିତ ଥିଲେ; ବଗଳା ମନ୍ତ୍ରର ବିଶିଷ୍ଟ ସାଧକ ଥିଲେ ଏ ୫୩: ବର୍ଷ ଦେଶ— ବିଦେଶରେ ବୁଲି ବହୁ ବିଦ୍ୟା ଲାଭ କରିଥିଲେ ଏ ମୈଥିଳୀ, ବଙ୍ଗଳା, ମହାରାଷ୍ଟ୍ର ଓ ହିନ୍ଦୀ ଭାଷାରେ ପଣ୍ଡିତ ଓ ବକ୍ତା ଥିଲେ ଶ୍ରାଯୁକ୍ତ କେଶବ ମିଶ୍ର ତାଙ୍କ ବୈତରଣୀ ପୁସ୍ତକରେ ଏହାଙ୍କ ବର୍ଣ୍ଣନା କରିଅଛନ୍ତି]