ମାଧବୀ ଦେଈ
ଦେଖଣା
ମାଧବୀ ଦେଈ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ନାମ)
[ସମ୍ପାଦନା]ଶ୍ରୀ ଚୈତନ୍ୟ ଦେବଙ୍କର ପ୍ରଧାନ ଭକ୍ତ ଉତ୍କଳୀୟ କରଣ ସ୍ତ୍ରୀ — Name of a Karaṇa wodow who was a devotee of Srī ch&aline;i̱tanya at Puri.
[ଦ୍ରଷ୍ଟବ୍ୟ —ଶ୍ରାଚୈତନ୍ୟ ଦେବ ପୁରୀରେ ଥିବା ସମୟରେ ଏହାଙ୍କର ଭକ୍ତିଦ୍ୱାରା ମୁଗ୍ଧ ହୋଇଥିଲେ ଏ ପ୍ରତାପରୁଦ୍ର ଦେବଙ୍କର ମନ୍ଦିର କର୍ମଚାରୀ ଶିଖୀ ମହାନ୍ତିଙ୍କର ଭଗିନୀ ଥିଲେ; ଶ୍ରା ଚୈତନ୍ୟ ସ୍ତ୍ରମାନଙ୍କ ପ୍ରତି ବିମୁଖ ଥିଲେ; କିନ୍ତୁ ଏହାଙ୍କର ପ୍ରଗାଢ଼ ଭକ୍ତିରେ ମୁଗ୍ଧ ହୋଇ ଏହାଙ୍କୁ ଭକ୍ତ— ରୂପେ ଗଣନା କରୁଥିଲେ ଓ ଭକ୍ତ ତାଲିକାରେ ଏହାଙ୍କ ଜଣେ ବୋଲି ଗଣୁଥିଲେ]