Jump to content

ମାଧବ ଧରା

ଉଇକିଅଭିଧାନ‌ରୁ

ମାଧବ ଧରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବିଶାଖାପାଟଣା ଜିଲ୍ଲାର ଗୋଟିଏ ପ୍ରଧାନ ସ୍ଥାନ —Name of a famous place in the Vizag district.

[ଦ୍ରଷ୍ଟବ୍ୟ —ଏହା ବିଶାଖା ପାଟଣା ଜିଲ୍ଲାର ସୀମାଚଳ ପର୍ବତର ପୂର୍ବଦିଗରେ ଅବସ୍ଥିତ ଏଠାରେ ଗୋଟିଏ ଛୋଟ ମହାଦେବ ମନ୍ଦିର ଅଛି ଏବଂ ସାତଗୋଟି ଝର ପ୍ରବାହିତ ହେଉଅଛି]