Jump to content

ମାଧା

ଉଇକିଅଭିଧାନ‌ରୁ

ମାଧା

ଉଚ୍ଚାରଣ

[ସମ୍ପାଦନା]

(ମାଧିଆ—ଅନ୍ୟରୂପ)

(ମାଧି—ଆଦରାର୍ଥକ)

(ମାଧୀ, ମାଧେଈ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷ୍ୟ - ପୁଂ. (ଅନାଦରାର୍ଥକ)

[ସମ୍ପାଦନା]

ମାଧବର ଡାକ ନାମ — A name for calling Mādhaba.

ଦେଶଜ - ବିଶେଷଣ - ପୁ. (ସଂସ୍କୃତ - ମୋଧାହୀନ; ମନ୍ଦ)

[ସମ୍ପାଦନା]
୧. ନିର୍ବୋଧ; ବୁଦ୍ଧିହୀନ; ନିର୍ବୁଦ୍ଧିଆ — ୧. Stupid; unintelligent.
୨. ଅଳସୁଆ —୨. Lazy; idle.
୩. (ଫାରାସୀ - ମାଦା= ମାଈ) ଭୀରୁ —୩. Timid; coward.