Jump to content

ମାଧୁକରୀ

ଉଇକିଅଭିଧାନ‌ରୁ

ମାଧୁକରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧୁକର+ଅ+ଈ; ଅର୍ଥାତ୍ ମଧୁକର ଅନେକ ସ୍ଥାନରୁ ମଧୁ ସଂଗ୍ରହ କରବା ପରି ଭିକ୍ଷା ବୃତ୍ତି)

[ସମ୍ପାଦନା]
୧. ପଞ୍ଚଗୃହରୁ ପ୍ରାପ୍ତ ଭିକ୍ଷା —୧. Alms obtained from ୫ places (Apte).

[ଦ୍ରଷ୍ଟବ୍ୟ —ବୈଷ୍ଣବ ଓ ଭକ୍ତ— ମାନେ ବୃନ୍ଦାବନ ତୀର୍ଥରେ ୫ଜଣ ଗୃହସ୍ଥଙ୍କ ଘରକୁ ଯାଇ ସେଠାରୁ ଯାହା ଭିକ୍ଷା ପାଆନ୍ତି ତାହା ଭୋଜନ କରିବାର ବିଧି ଚୈତନ୍ୟ ଦେବଙ୍କ ଅମଳରୁ ଆସୁଅଛି]

୨. ବହୁ ଗୃହରୁ ଭିକ୍ଷା କରି ଅନ୍ନ ସଂଗ୍ରହ କରିବା —୨. Collecting aims by begging from door to door