ମାଧୁର
ଦେଖଣା
ମାଧୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମଧୁର+ଅ)
[ସମ୍ପାଦନା]ମଧୁ ରସଜାତ; ପୁଷ୍ପରସୋତ୍ପନ୍ନ — Produced from the honey of flowers.
ସଂସ୍କୃତ - ବିଶେଷ୍ୟ - (ମଧୁ=ପୁଷ୍ପ ରସ+ରା. ଧାତୁ=ଦାନ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]ମଲ୍ଲିକା ପୁଷ୍ପ —Jasmine flower.
[ଦ୍ରଷ୍ଟବ୍ୟ — ମଲ୍ଲୀ ଫୁଲର ଡ଼େମ୍ଫରଚ ତଳୁ ଖିଲ ବାହାର କରି ଶୋଷି ନେଲେ ଟିକିଏ 'ମଧୁ' ବାହାରେ]