Jump to content

ମାଧୁରୀ

ଉଇକିଅଭିଧାନ‌ରୁ

ମାଧୁରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମଧୁର+ଅ+ଈ)

[ସମ୍ପାଦନା]
୧. ମିଷ୍ଟତା; ମଧୁରତା; ମାଧୁର୍ଯ୍ୟ —୧. Sweetness; savoury taste.
୨. ହୃଦୟ— ହାରିତା —୨. Attractiveness, charm.
୩. ଲାବଣ୍ୟ; ସୌନ୍ଦର୍ଯ୍ୟ; ଶୋଭା —୩. Beautu delicate or soft beauty.
୪. ଉତ୍କୃଷ୍ଟତା —୪. Excellence.
୫. ମୃଦୁତା; ଧୀରତା —୫. Calm ness; mildness.
୬. ମାଧୁକୀ; ମହୁଲ ମଦ —୬. The wine destilled from Mahua flowers.
୭. ମଧୁର ପ୍ରସ୍ତୁତ ମଦ୍ୟ —୭. Mead (Apte).
୮. ସରାପ — ୮. Spirituousliauor (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶକ୍ତତା; କଠିନତା —୧. Hardness.

(ଉ— ବୋଲେ ଏକ କଥା ଅଛି ଆହୁରି ବଜ୍ରୁ ଆଣ୍ଟ ସପ୍ତଶାଳ ମାଧୁରୀ ଭଞ୍ଜ. ବୈଦେହୀଶବିଳାସ)

୨. ମହୁରୀ —୨. Clarion.

(ଉ—ସୁର ଶଙ୍ଖ ବାଜେ ଅସଂଖ୍ୟ ମାଧୁରୀ ଘଣ୍ଟ ପଟହ କଂସାଳ ତାଳ ତୁରୀ ଭେଦୀ ଭଞ୍ଜ— ଲାବଣ୍ୟବତୀ)