ମାଧ୍ୟାକର୍ଷଣ ହେତୁକ ସ୍ଥିତିଗତି
- ରୋ.ଟ୍ରା. — Mādhyākarshaṇa hetuka sthitigati
- ଆଇ.ପି.ଏ. — mˌadʰjʌakˈʌɾʃʌnˌɔ hˈewtukˌɔ stʰˈitiɡˌʌti
ସଂସ୍କୃତ - ବିଶେଷ୍ୟ - (ବିଜ୍ଞାନ ପରିଭାଷା)
[ସମ୍ପାଦନା]
ଉଦ୍ଭିଦର ଚେର— ଗୁଡ଼ିକ ଭୂଗର୍ଭକୁ ଭେଦ କରି କେନ୍ଦ୍ରଆଡ଼କୁ ଗତି କରିବାର ରୀତି —Geotropism.