ମାଧ୍ୱ
ଦେଖଣା
ମାଧ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମଧୁ+ଅ)
[ସମ୍ପାଦନା]- ୧. ମଧୁର ପ୍ରସ୍ତୁତ —୧. Made from honey.
- ୨. ମଧୁର —୨. Sweet (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମଧୁର ପ୍ରସ୍ତୁତ ମଦ —୧. Mead; metheglin; liquor made from honey.
- ୨. ମହୁଲରୁ ପ୍ରସ୍ତୁତ ମଦ (ହିନ୍ଦୀ - ଶ) —୨. Liquor made from Mahwa flowers.
- ୩. ମଧୁର କଣ୍ଟକ; ମହୁରାଡ଼ି ମାଛ (ହିନ୍ଦୀ - ଶ) — ୩. Aspidoparia Marar (fish).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଧବାଚାର୍ଯ୍ୟ (ଦେଖ) - —୧. Mādhabāchārj̄ya (See).
- ୨. ମାଧବାଚାର୍ଯ୍ୟଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ —୨. A swect of B&aline;i̱shṇabas.