ମାଧ୍ୱୀକ
ଦେଖଣା
ମାଧ୍ୱୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମାଧ୍ୱୀ+କ)
[ସମ୍ପାଦନା]- ୧. ମଧୁରୁ ପ୍ରସ୍ତୁତ ମଦ —୧. Mead.
- ୨. ମହୁଆ ମଦ —୨. Liquor made fromahwa flowers.
- ୩. ମଧୁ; ମକରନ୍ଦ (ହିନ୍ଦୀ - ଶ) — ୩. Honey.
- ୪. ଦ୍ରାକ୍ଷାରୁ ପ୍ରସ୍ତୁତ ମଦ୍ୟ —୪. Wine made from grapes.
- ୫. ଦ୍ରାକ୍ଷା —୫. A grape (Apte).
- ୬. ଶିମ୍ୱ (ହିନ୍ଦୀ - ଶ) —୬. Bean.