Jump to content

ମାନଘ୍ନ

ଉଇକିଅଭିଧାନ‌ରୁ

ମାନଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ମାନଘ୍ନୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଅଭିମାନନାଶକ —Dispelling conjugal sulkks or discontent growing in the mind of a friend due to wounded desires or expectations.

[ଉ—ବିଘ୍ନ ନାହିଁ ହନୁମାନ ଅନୁମାନ ମାନଘ୍ନ ହେବ ବୀକ୍ଷଣେ ଭ଼ଞ୍ଜ. ବୈଦେହୀଶବିଳାସ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସମ୍ମାନ ବିନାଶକ — Destructive of self-respect.