Jump to content

ମାନଦ

ଉଇକିଅଭିଧାନ‌ରୁ

ମାନଦ

ଉଚ୍ଚାରଣ

[ସମ୍ପାଦନା]
(ମାନଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ସମ୍ମାନ ଦାନ କରି ପାରେ — ୧. Give of honour; bestowing honour.
୨. ମାନରକ୍ଷକ —୨. Saving the prestige of another.
୩. ସମ୍ମାନପ୍ରଦର୍ଶକ — ୩. Showing respect (Apte).
୪. ଗର୍ବୀ — ୪. Proud (Apte).
୫. ଗର୍ବବିନାଶକ — ୫. Destroying pride (Apte).

ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁଙ୍କ ନାମ —୧. A name of a Bishṇu.
୨. 'ଆ' ଅକ୍ଷରର ଗୁପ୍ତ ନାମ —୨. A mystical name for the letter 'ā'.