Jump to content

ମାନନୀୟ

ଉଇକିଅଭିଧାନ‌ରୁ

ମାନନୀୟ

ଉଚ୍ଚାରଣ

[ସମ୍ପାଦନା]
(ମାନନୀୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାନ୍ ଧାତୁ+କର୍ମ ଅନୀୟ)

[ସମ୍ପାଦନା]
୧. ପୂଜନୀୟ; ପୂଜାର୍ହ —୧. Deserving respect; adorable; honourable.
୨. ମାନ୍ୟ —୨. Respectable.