Jump to content

ମାନନ୍ତ

ଉଇକିଅଭିଧାନ‌ରୁ

ମାନନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନସ୍ଥ)

[ସମ୍ପାଦନା]
୧. ଦେବାନୁଗ୍ରହଲାଭାର୍ଥ ମନେ ମନେ ସଂକଳ୍ପ; ମାନସିକ; ମନାସ —୧. Mental resolution or vow taken to perform certain acts to please or show gratitude to a Deity.
୨. (ତୁଳ ଫା ଜମାନତ୍) ଜାମିନ୍ —୨. Security; surety.

ଅନୁବାଦ

[ସମ୍ପାଦନା]

ବିଶେଷଣ - (ସଂସ୍କୃତ - ମାନିତ)

[ସମ୍ପାଦନା]
୧. ମାନ୍ୟ ପାଇବାର ଉପଯୁକ୍ତ; ସମ୍ମାନନୀୟ — ୧. Deserving respect.
୨. ଅନ୍ୟପାଇଁ ଜାମିନ ହୋଇଥିବା —୨. One who has stood secur ity for another.