Jump to content

ମାନବା

ଉଇକିଅଭିଧାନ‌ରୁ

ମାନବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବି—(ସଂସ୍କୃତ - ମାନବ ଶବ୍ଦର ବହୁବଚନ ମାନବାଃ)

[ସମ୍ପାଦନା]
୧. ମନୁଷ୍ୟମାନେ —୧. Men.
୨. ମନୁଷ୍ୟ ଜାତି — ୨. Mankind.
୩. ରାଜାଙ୍କର ପ୍ରଜାବର୍ଗ — ୩. The subjects of a king.

ପ୍ରାଦେଶିକ - (ଭତ୍ରି ଭାଖା)କ୍ରିୟାପଦ -

[ସମ୍ପାଦନା]

ମାନିବା —To obey.