Jump to content

ମାନବାନ୍

ଉଇକିଅଭିଧାନ‌ରୁ

ମାନବାନ୍

ଉଚ୍ଚାରଣ

[ସମ୍ପାଦନା]
(ମାନବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାନ+ବତ୍; ୧ମା. ୧ବ)

[ସମ୍ପାଦନା]
୧. ଗର୍ବିତ — ୧. Proud; haughty.
୨. ଯେ ଅଭିମାନ କରିଅଛି —୨. Sullen; scowling.