Jump to content

ମାନବୀୟ

ଉଇକିଅଭିଧାନ‌ରୁ

ମାନବୀୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ମନୁ+ଈୟ) ମନୁ ସମ୍ୱନ୍ଧୀୟ — ୧. Relating to Manu.
୨. (ମାନବ+ଈୟ) ମାନବ ସମ୍ୱନ୍ଧୀୟ —୨. Human; manly.
୩. ମନୁଙ୍କ ବଂଶୋତ୍ପନ୍ନ —୩. Descended from Manu (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅର୍ଥଦଣ୍ଡ ବିଶେଷ —A particular fine (Apte)