Jump to content

ମାନବ୍ୟ

ଉଇକିଅଭିଧାନ‌ରୁ

ମାନବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାନବ+ଯ)

[ସମ୍ପାଦନା]
୧. ବାଳକ ବା ଯୁବକ ସମୂହ — ୧. A number of boys or youths.
୨. ମାନବମଣ୍ଡଳୀ —୨. Mankind.
୩. ଶୈଶବାବସ୍ଥା — ୩. Childhood; boyhood.
୪. (ମାନ+ବ୍ୟ)— ମାନମନ୍ଦିର —୪. Observatory.