ମାନବ ରାକ୍ଷସ
[ମାନବସୁର, ମାନବ ପିଶାଚ—ଅନ୍ୟରୂପ]
ନବରୂପଧାରୀ ରାକ୍ଷସ; ରାକ୍ଷସପ୍ରକୃତିକ ମନୁଷ୍ୟ —A demon or fiend in the form of a man; fiendish person.