ମାନବ ଶାସ୍ତ୍ର
ଦେଖଣା
ମାନବ ଶାସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ମାନବ ବିଜ୍ଞାନ, ମାନବ ବିଦ୍ୟାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ଆଧୁନିକ) ଯେଉଁ ଶାସ୍ତ୍ରରେ ମାନବଜାତିର ଉତ୍ପତ୍ତି, ବିକାଶ, ଭିନ୍ନ, ଭିନ୍ନ ଅଞ୍ଚଳକୁ ଗମନ, ମନୁଷ୍ୟମାନଙ୍କ ଶ୍ରେଣୀବିଭାଗ ଜୀବଜଗତରେ ମନୁଷ୍ୟର ସ୍ଥାନ, ମନୁଷ୍ୟ ସମାଜରେ ସଭ୍ୟତାର କ୍ରମ ବିସ୍ତାର ଆଦି ଆଲୋଚିତ ହୋଇଥାଏ —୧. Anthropology; ethnology.
- ୨. ମନୁସଂହିତା —୨. The codes of Manu.