Jump to content

ମାନଭଞ୍ଜନ

ଉଇକିଅଭିଧାନ‌ରୁ

ମାନଭଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

(ମାନ ମୋଚନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଅଭିମାନର ନିରସନ —The breaking of a woman's love-reserve or sulkiness; conciliation between lovers after a love-quarrel.

[ଦ୍ରଷ୍ଟବ୍ୟ — ସାହିତ୍ୟ ଗ୍ରନ୍ଥ ଅନୁସାରେ ମାନଭଞ୍ଜନ କରିବାର ପ୍ରକ୍ରିୟା ୬ଟି ନିର୍ଦ୍ଦିଷ୍ଟ ହୋଇଅଛି:—(୧) ସାମ, (୨) ଦାନ, (୩) ଭେଦ, (୪) ପ୍ରଣତି, (୫) ଉପେକ୍ଷା ଓ (୬) ପ୍ରସଙ୍ଗ ବିଧ୍ୱଂସ—ହିନ୍ଦୀ - ଶ]