Jump to content

ମାନସଚାରୀ

ଉଇକିଅଭିଧାନ‌ରୁ

ମାନସଚାରୀ

ଉଚ୍ଚାରଣ

[ସମ୍ପାଦନା]

(ମାନସବିହାରୀ—ଅନ୍ୟରୂପ)

(ମାନସଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାନସ+ଚର ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ (ଯେଉଁ ହଂସ) ମାନସହ୍ରଦରେ ବିଚରଣ କରନ୍ତି —(swans) Frequenting the Mānasarobara lake.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରାଜହଂସ —Swan (Apte).