ମାନସତପଃ
ଦେଖଣା
ମାନସତପଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମନଃପ୍ରସାଦ, ସୌମ୍ୟତ୍ୱ, ମୌନ, ଆତ୍ମବିନିଗ୍ରହ ଓ ଭାବସଂଶୁଦ୍ଧି —Favourable disposition or tranquility of mind, sweet-nature, silence self-control and purity of thought.
[ଦ୍ରଷ୍ଟବ୍ୟ —ଭଗବଦ୍ଗୀତା ୧୭ଶ ଅଧ୍ୟାୟରେ ତପଃକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଅଛି (ଯଥା— ୧ ଶାରୀର ତପଃ—ଦେବଦ୍ୱିଜଗୁରୁପ୍ରାଜ୍ଞପୂଜନ ଶୌଚ, ଆର୍ଜବ ବା ସରଳତା ବ୍ରହ୍ମଚର୍ଯ୍ୟ ଅହିଂସା— ୨ ବାଙୟ ତପଃ—ଅନୁଦେଶକର ବାକ୍ୟ, ସତ୍ୟ, ପ୍ରିୟ ଓ ହିତବାକ୍ୟ, ସ୍ୱାଧ୍ୟାୟଭ୍ୟାସନ ବା ବେଦାଭ୍ୟାସ ଓ— ୩ ମାନସତପଃ—ମନଃପ୍ରସାଦ, ସୌମ୍ୟତ୍ୱ, ମୌନ, ଆତ୍ମବିନିଗ୍ରହ ଓ ଭାବସଂଶୁଦ୍ଧି ୧୪/୧୫/୧୬: ଶ୍ଳୋକ)]