ମାନସାଙ୍କ
ଗଣିତର ଯେଉଁ ପ୍ରଶ୍ନ ଲେଖାଲେଖି ନ କରି ମନେ ମନେ ସମାଧାନ କରି ମୁଖରେ ତହିଁର ଉତ୍ତର ଦେବାକୁ ହୁଏ; ତୁଣ୍ଡ ଅଙ୍କ —Mental arithmetic.