ମାନସିଂହ
ଦେଖଣା
ମାନସିଂହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୋଗଲ ସମ୍ରାଟ ଆକବରଙ୍କ ଅଧୀନ ରାଜପୁତ୍ର ସେନାପତି —୧. Name of a Rajput general undder Akbar.
[ଦ୍ରଷ୍ଟବ୍ୟ —ଏହାଙ୍କର ପିଉସୀଙ୍କୁ ଆକବର ବିବାହ କରିଥିଲେ ଓ ଏହାଙ୍କ ଭଉଣୀଙ୍କୁ ଜାହାଙ୍ଗୀର ବିବାହ କରିଥିଲେ; ଆକବର ଏହାଙ୍କୁ ଜୟପୁର ରାଜ୍ୟର ରାଜା କରିଥିଲେ]
- ୨. କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ —୨. Name of a family-title of Kṡhatriyas.