Jump to content

ମାନସୀ କନ୍ୟା

ଉଇକିଅଭିଧାନ‌ରୁ

ମାନସୀ କନ୍ୟା

ଉଚ୍ଚାରଣ

[ସମ୍ପାଦନା]

(ମାନସୀ ପୁତ୍ରୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ମନରୁ ଜାତ କନ୍ୟା; ମନରେ କନ୍ୟା ଜାତ ହେଉ ବୋଲି କଳ୍ପନା କରିବା ମାତ୍ରେ ଯେଉଁ କନ୍ୟା ଜାତ ହୁଏ — A daughter begotten of the mind; a daughter sprung at one's will.