Jump to content

ମାନସ ନ ପାଇବା

ଉଇକିଅଭିଧାନ‌ରୁ

ମାନସ ନ ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନ ନ ହେବା; ଇଚ୍ଛା ନ ହେବା — Want of a desire or liking for.

[ଉ—ଅର୍ଜୁନଙ୍କୁ ନ ଦେଖି ଏ ବନରେ ବାସ, କରିବାକୁ ମୋହର ନ ପାଏ ମାନସ କୃଷ୍ଣସିଂହ ମହାଭାରତ. ବନ]