Jump to content

ମାନସ ବିଜ୍ଞାନ

ଉଇକିଅଭିଧାନ‌ରୁ

ମାନସ ବିଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ମାନସ ବିଦ୍ୟା, ମାନସ ଶାସ୍ତ୍ର ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]

ମନୋବିଜ୍ଞାନ; ମନର କାର୍ଯ୍ୟ, ମନର ଗତି ଆଦି ଯେଉଁ ବିଦ୍ୟାରେ ଆଲେଚିତ —Psychology.