Jump to content

ମାନସ ସନ୍ନ୍ୟାସୀ

ଉଇକିଅଭିଧାନ‌ରୁ

ମାନସ ସନ୍ନ୍ୟାସୀ

ଉଚ୍ଚାରଣ

[ସମ୍ପାଦନା]

(ମାନସ ସନ୍ନ୍ୟାସୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତିଙ୍କର ମନରେ ବୈରାଗ୍ୟ ଉଦୟ ହେବାରୁ ସେ ଗୃହସ୍ଥାଶ୍ରମ ତ୍ୟାଗ କରି ବନରେ ରହି ତପସ୍ୟା କରନ୍ତି ହିନ୍ଦୀ - ଶ.) —୧. A person who renounces his home and goes to the forest and does penance there.

[ଦ୍ରଷ୍ଟବ୍ୟ —ଏ ସନ୍ନ୍ୟାସୀମାନେ ସନ୍ନ୍ୟାସୀ ମାନଙ୍କର ଭେଖ (ଗେରୁଆ ଲୁଗା ଆଦି) ପିନ୍ଧନ୍ତି ନାହିଁ— ହିନ୍ଦୀ - ଶ.]