Jump to content

ମାନସ ହଂସ

ଉଇକିଅଭିଧାନ‌ରୁ

ମାନସ ହଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

[ସମ୍ପାଦନା]
୧. ମାନସରୋବର ବିହାରୀ ରାଜହଂସ —୧. A swan frequenting the Mānasa lake.
୨. ଏକ ବର୍ଣ୍ଣବୃତ୍ତି — ୨. Name of a Sanscrit metre.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେ ଚରଣରେ 'ସ ଜ ତ ଭ ର' ରହେ—ହିନ୍ଦୀ - ଶ.]