Jump to content

ମାନହାନି ମକଦମା

ଉଇକିଅଭିଧାନ‌ରୁ

ମାନହାନି ମକଦମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ମାନହାନି ମାମଲା—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ଆପଣାଆ ମାନହାନି ଘଟାଇବା ବ୍ୟକ୍ତିର ବିରୁ— ଦ୍ଧରେ ମକଦମା; ଇଜ୍ଜତଦାବୀ ମକଦମା — Libel suit; suit for damages for defamation.