ମାନା
କେତେକ ବୃକ୍ଷରୁ ଉତ୍ପନ୍ନ ମିଷ୍ଟ ନିର୍ଯ୍ୟାସବିଶେଷ —Manna.
[ଦ୍ରଷ୍ଟବ୍ୟ —ଏହା ଦେଖିବାକୁ ହଳଦିଆ ଓ ସ୍ୱଚ୍ଛ ଏବଂ ପ୍ରଧାନ ରସା— ୟନରୂପେ ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ହୁଏ (ଯଥା—ବଂଶଲୋଚନା)]