Jump to content

ମାନି

ଉଇକିଅଭିଧାନ‌ରୁ

ମାନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରତିଭୂ; ଜାମିନ —Security; surerty.

ବିଶେଷଣ -

[ସମ୍ପାଦନା]
୧. ଅନ୍ୟ ନିମନ୍ତେ ଜାମିନ୍ ହୋଇଥିବା —୧. Standing surety for another.
୨. ସ୍ୱେଚ୍ଛାପ୍ରଣୋଦିତ — ୨. Voluntary.