Jump to content

ମାନିକା

ଉଇକିଅଭିଧାନ‌ରୁ

ମାନିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାନ୍ ଧାତୁ+କର୍ମ. ଇକ +ଅ)

[ସମ୍ପାଦନା]
୧. ମଦ୍ୟ (ହିନ୍ଦୀ - ଶ.) —୧. Wine.
୨. ୮ ପଳ ବା ୬ ତୋଳାର ଏକ ମାନ (ହିନ୍ଦୀ - ଶ.) —୨. A standard of weight equal to ୮ paḻas.