ମାନିତ
ଦେଖଣା
ମାନିତ
ଉଚ୍ଚାରଣ
[ସମ୍ପାଦନା](ମାନିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମାନ ଧାତୁ+ ଣିଚ୍. କର୍ମ. ତ)
[ସମ୍ପାଦନା]- ୧. ପୂଜିତ — ୧. Worshipped.
- ୨. ସମ୍ମାନିତ —୨. Honoured; respected.
- ୩. ସମ୍ମାନଯୋଗ୍ୟ — ୩. Respectable; esteemable.
[ଦ୍ରଷ୍ଟବ୍ୟ —ମାନିତ ସ୍ତିରୀକୁ ହରଇ ବଳେ ପଶି, ସେ ଦେଷ କ୍ଷୟ ଯାଇ ହୋଇଲେ ତୀର୍ଥବାସୀ ପୀତାମ୍ୱର ନୃସିଂହ ପୁରାଣ]
ଅନୁବାଦ
[ସମ୍ପାଦନା]ମାନିତ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (କଚିରିଆ) ମକଦ୍ଦମାର କୌଣସି ପକ୍ଷଦ୍ୱାରା ସ୍ୱୀକୃତ ବା କଚେରିରେ ଉପସ୍ଥିତ ହେବା ପାଇଁ ଉଲ୍ଲିଖିତ ସାକ୍ଷୀ ବା ମଧ୍ୟସ୍ଥ —୧. (witness or umpire) Cited by a party.
(ଯଥା—ଉଭୟଙ୍କ ପକ୍ଷଙ୍କ ମାନିତ ପଞ୍ଚାଏତ୍)
ଅନୁବାଦ
[ସମ୍ପାଦନା]ମାନିତ
|
=== ୨ ଅଭିମାନଯୁକ୍ତ; ଅଭିମାନୀ —୨. Prone o take offence.
[ଉ—X X ଦୁର୍ଜନମିତ; ରଙ୍କମାନିତ; ସଖୀ ଗୋ! ମନ୍ଦ ଏ ଢଗ]