Jump to content

ମାନିତା

ଉଇକିଅଭିଧାନ‌ରୁ

ମାନିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମାନିତ+ଆ)

[ସମ୍ପାଦନା]

ମାନିତର ସ୍ତ୍ରୀଲିଙ୍ଗ — Feminine of Mānita.

ସଂସ୍କୃତ - ବିଶେଷ୍ୟ - (ମାନିନ୍+ଭାବ. ତା)

[ସମ୍ପାଦନା]
୧. ସମ୍ମାନ; ଗୌରବ (ହିନ୍ଦୀ - ଶ.) — ୧. Respect; prestige.
୨. ଅହଙ୍କାର; ଗର୍ବ— (ହିନ୍ଦୀ - ଶ.) —୨. Pride.