ମାନିନୀ
ଦେଖଣା
ମାନିନୀ
ଉଚ୍ଚାରଣ
[ସମ୍ପାଦନା](ମାନି—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମାନିନ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଅଭିମାନବତୀ — ୧. Haughty or reserved (woman)
- ୨. ସ୍ୱାମୀ ବା ପ୍ରେମିକାଙ୍କ ପ୍ରତି ଅଭିମାନବତୀ — ୨. (a lady) Reserved or sullenly indignant towards her lover or husband; sullenly displeased with hear sweetheart.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରିୟଙ୍ଗୁଲତା —୧. Aglaia Roxburghiana.
- ୨. ଅତିଶର୍କରୀ ନାମକ ଛନ୍ଦୋବିଶେଷ —୨. Name of a Sanscrit meter.