Jump to content

ମାନି ବୃତ୍ତ

ଉଇକିଅଭିଧାନ‌ରୁ

ମାନି ବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ୱେଚ୍ଛାପ୍ରଣୋଦିତ କର୍ମ —୧. Voluntary act.
୨. ଯେଉଁ ବ୍ୟବସାୟରେ ବା ଜୀବିକାରେ ଉଭୟ ପକ୍ଷଙ୍କ ରାଜିଦ୍ୱାରା କାରବାର ଚଳେ —୨. A profession which depends upon the free will of both the parties.

[ଦ୍ରଷ୍ଟବ୍ୟ —ଜଗନ୍ନାଥଙ୍କ 'ପଣ୍ଡା' ବୁତ୍ତି ମାନି ବୃତ୍ତି ଅଟେ ଏହାର ଅର୍ଥ ଏହି ଯେ, ଯାତ୍ରୀର ମନ ଯେଉଁ ପଣ୍ଡାଠାରେ ମାନେ ସେ ତାକୁ ପଣ୍ଡା ବୋଲି ସ୍ୱୀକାର କରେ]